ନୂଆ ନୀଡ଼ର ନୂଆ ସକାଳ : ‘ସାଇ ଆଶ୍ରମ’ର ଏକ ପ୍ରେରଣାଦାୟୀ କାହାଣୀ
ନୂଆ ନୀଡ଼ର ନୂଆ ସକାଳ: ‘ସାଇ ଆଶ୍ରମ’ର ଏକ ପ୍ରେରଣାଦାୟୀ କାହାଣୀ କାନ୍ଥ ଘଣ୍ଟାରେ ସକାଳ ୫ଟା ବାଜିଲା। ରଘୁନାଥପୁରସ୍ଥିତ ‘ସାଇ ବୃଦ୍ଧ ଆଶ୍ରମ‘ର ସୁନ୍ଦର ବଗିଚାରେ ପକ୍ଷୀମାନଙ୍କ କାକଳି ଶୁଭିଲାଣି। ପୁଷ୍କରିଣୀର ସ୍ୱଚ୍ଛ ପାଣିରେ ସକାଳର କଅଁଳ କିରଣ ପ୍ରତିଫଳିତ ହେଉଛି। ରଙ୍ଗ ବେରଙ୍ଗ ଛୋଟ ବଡ଼ ମାଛ ମାନେ ପୁଷ୍କରଣୀ ପାହାଚ ତୁଠ ରେ ପାଣିର ଉପର ଭାଗରେ ମୁହଁ ବାହାର କରି ପାକୁ ପାକୁ ହୋଇ ତଳ ଉପର ଡେଇଁ ଖେଳୁଛନ୍ତି lଆଶ୍ରମର […]
ନୂଆ ନୀଡ଼ର ନୂଆ ସକାଳ : ‘ସାଇ ଆଶ୍ରମ’ର ଏକ ପ୍ରେରଣାଦାୟୀ କାହାଣୀ Read More »

